ପାକ୍‍ ନିର୍ବାଚନରେ ଅନିୟମିତତା : ଖାଲି ଓ କାଗଜ ଭର୍ତ୍ତି ବାଲାଟ ବାକ୍ସ ମିଳିଲା

0

କରାଚି : ପାକିସ୍ତାନ ସାଧାରଣ ନିର୍ବାଚନରେ ଅନିୟମିତତାର ପ୍ରମାଣ ମିଳିଛି। କରାଚି ଓ ସିଆଲକକୋଟ ସହରର ରାସ୍ତା କଡରୁ ଖାଲି ଥିବା ଓ କାଗଜ ଭର୍ତ୍ତି ହୋଇଥିବା ବାଲାଟ ବାକ୍ସ ମିଳିଛି। କରାଚି ଓ ସିଆଲକୋଟର ରାସ୍ତା କଡରୁ ୫ଟି ଖାଲି ବାଲାଟ ବାକ୍ସ ମିଳିଛି। ନିର୍ବାଚନରେ ଅମିୟମିତତା ନେଇ ନୱାଜ ସରିଫଙ୍କ।କିସ୍ତାନ ମୁସଲିମ୍‍ ଲିଗ୍‍-ନୱାଜ (ପିଏମ୍‍ଏଲ-ଏନ) ଅଭିଯୋଗ କରିଆସୁଛି। ତେବେ ଏପରି ଅଭିଯୋଗକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି।

Leave A Reply