ପାକିସ୍ତାନରେ ବସ୍‍ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି

0

ପେଶୱାର : ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପାଖତୁନଖାୱା ଅନ୍ତର୍ଗତ କୋହାତ ଜିଲାର ସାମାରିଠାରେ ଶନିବାର ରାତିରେ ଘଟିଥିବା ଯାତ୍ରୀବାହୀ ବସ୍‍ ଓ ଟ୍ୟାଙ୍କର ଦୁର୍ଘଟଣାରେ ରବିବାର ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏଥିରେ ଅନ୍ୟ ୩୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି। ବସ୍‍ଟି ବୁନେରରୁ କରାଚୀ ଯାଉଥିଲା।

Leave A Reply