ପାନ ଲସୀ

ପାନପତ୍ର -୨ ଟି
ପେସ୍ତା ବାଦାମ – ଅଧ କପ
ସବୁଜ ଗୁଜୁରାତି – ୪ ରୁ ୫ଟି
ପାନମଧୁରୀ – ୨ ଚାମଚ
ଖିର – ୨କପ
ଚିନି – ୨ ଚାମଚରୁ କମ
ପ୍ରଥମେ – ପ୍ରଥମେ ପାନପତ୍ର, ପେସ୍ତା ବାଦାମ, ସବୁଜ ଗୁଜୁରାତି, ପାନମଧୁରୀ, ଖିର, ଚିନିକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏହାକୁ ଏକ ଗ୍ଲାସକୁ କାଢି ବରଫ ପକାଇ ପିଅନ୍ତୁ। ପ୍ରସ୍ତୁତ ହୋଇଗଲା ପାନ ଲସୀ।

Comments are closed.