ବିରଳ ପେଚାଛୁଆ ଉଦ୍ଧାର

କଟକ :  କଟକ ସି. ଡି. ଏ. ସେକ୍ଟର-୧୦ ସ୍ଥିତ ଦୀପକ କୁମାର ଅଗରୱାଲଙ୍କ ବାସଭବନରୁ ବୁଧବାର ୩ଟି ବିରଳ ଧଳା ପେଚା ଉଦ୍ଧାର କରାଯାଇଛି। ଖବର ପାଇ ପିପୁଲ୍ ଫର୍ ଅନିମଲ୍ ସଦସ୍ୟ ତିଲକ କର ଘଟଣାସ୍ଥଳରେ ପହଞ୍ଚି ପେଚା ଛୁଆଙ୍କୁ ଉଦ୍ଧାର କରିଥିଲେ। ପରେ ଏହାକୁ ଯୋବ୍ରା ସ୍ଥିତ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି

Comments are closed.