ନଭେମ୍ବର ୨୧ ସୁଦ୍ଧା ପ୍ରକାଶ ପାଇବ ଓଟିଇଟି ପରୀକ୍ଷା ଫଳ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।  ଏଥିରେ ନଭେମ୍ବର ୨୧ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପାଇବା ପାଇଁ ସୂଚନା ଦିଆ ଯାଇଛି । ପ୍ରଶ୍ନପତ୍ରରେ ଥିବା ତୃଟିକୁ ମନ୍ତ୍ରୀ ସ୍ବୀକୀର କରିଛନ୍ତି । ଯାହାବି ତୃଟି ଅଛି ଅନୁଧ୍ୟାନ କରି ସମାଧାନ କରିବାକୁ ମଧ୍ୟମିକ ଶିକ୍ଷା ବୋର୍ଡକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.