ଓଏସ୍ଆରଟିସି ର ୩୦ ବସ୍ ଚଳାଚଳ ବାଧାପ୍ରାପ୍ତ

0

ଭବାନୀପାଟଣା: ରାଜ୍ୟ ପରିବହନ ନିଗମ (ଓଏସ୍ଆରଟିସି ) କଳାହାଣ୍ଡି ଶାଖା କର୍ମଚାରୀ ସଂଘ ତରଫରୁ ୪ ଦଫା ଦାବି ନେଇ ମଙ୍ଗଳବାର ଠାରୁ ସରକାରୀ ବସ ଚଳାଚଳ ବନ୍ଦ ରହିଛି। ଏହା ୨୧ ତାରିଖ ଠାରୁ ୨୩ ତାରିଖ ପର୍ୟ୍ୟନ୍ତ ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ ଜିଲା ଏବଂ ରାଜ୍ୟ ବାହାରକୁ ଯାଉଥିବା ସମସ୍ତ ଓଏସ୍ ଆର ଟି ସି ର ୩୦ ବସ୍ ଯିବା ଆସିବା ବନ୍ଦ ରହିଛି ।

Leave A Reply