ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‍ କମର୍ସର ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

0

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‍ କମର୍ସର ମୁଖ୍ୟ କର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଏହି ଭୟାବହ ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ସମସ୍ତ ଗୃହ ଜଳିପୋଡି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ କରିବା ପାଇଁ ୧୩ ରୁ ୧୫ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି।
ଶନିବାର ବିଳମ୍ବିତ ରାତିରେ କୌଣସି କାରଣ ବସତଃ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ବ୍ୟାଙ୍କରେ ଥିବା ସମସ୍ତ ଜିନିଷ ପୋଡି ହୋଇଯାଇଥିବା ଅନୁମାନ କରାଯାଉଛି।

Leave A Reply