ନିଆଁ ଲାଗି ଜଳିଗଲା ଘର

ବାଲେଶ୍ବର: ବାଲେଶ୍ବର ଜିଲା ସୋର ପୌରସଂସ୍ଥାର ୧୫ନମ୍ବର ଓ୍ବାର୍ଡ ତୁଣ୍ଡପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଶରତ ନାଥଙ୍କ ଘର ଭସ୍ମୀଭୂତ ହୋଇଯାଇଛି। ସୋର ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

Comments are closed.