ବାଲିଘାଟରେ ଟ୍ରକ ଚଢିଯାଇ ଟ୍ରକ ମାଲିକ ମୃତ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ବାଲିଘାଟରେ ଟ୍ରକ ଚଢିଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରବିବାର ଖବର ମିଳିଛି। ମୃତ ବ୍ୟକ୍ତି ଜଣଙ୍କ ଟ୍ରକର ମାଲିକ ବୋଲି ଜଣାପଡିଛି। ଆମ୍ବୋ ଗାଁ ବୈତରଣୀ ବାଲିଘାଟରେ ବାଲି ଲୋଡ ପାଇଁ ଟ୍ରକୁ ପଛକୁ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି।

Comments are closed.