ତେଲ ନଦୀ ବ୍ରିଜ ତଳେ ଭାସୁଛି ମୃତଦେହ

ଗୁଡଭେଲା: ଗୁଡଭେଲା ତୁଷୁରା ରାସ୍ତା ଉପରେ ଥିବା ଧାନଘରା ତେଲ ନଦୀ ବ୍ରିଜ ତଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ତୁଷୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ମୃତ ଦେହ ପଡିଥିବା ସ୍ଥାନରେ କିଛି ପୂଜା ସାମଗ୍ରୀ ପଡ଼ିଥିବାରୁ ବଳିଦେଇ ନଦୀ ଙ୍କୁ ଫଙ୍କିଦେଇଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ମୃତଦେହଟି ଜଣେ ପୁରୁଷଙ୍କ ଓ ବୟସ ପାଖାପାଖି ୪୦ ହେବ ଵୋଲି ପୁଲିସ ଅନୁମାନ କରୁଛି।

Comments are closed.