ଖୋଲିଲା ହୀରାକୁଦ ଜଳ ଭଣ୍ଡାର ; ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ହୀରାକୁଦ : ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିର୍ଦ୍ଧାରିତ ସମୟ ୧୧ଟା ରୁ ଖୋଲିବା ଆରମ୍ଭ ହେ।ଇଯାଇଛି । ପ୍ର।ରମ୍ପରିକ ପୂଜାର୍ଚ୍ଚନା ପରେ ନଡିଆ ପିଟି ପ୍ରଥମ ବନ୍ୟା ଜଳ ନିଷ୍କ।ସନ ହେ।ଇଛି । ୭,8 ନମ୍ବର ସୁଏଜ୍ ଫାଟକ ଦୂର ଜଳ ନିଷ୍କାସନ କରା ଯାଇଅଛି । ଜଳ ନିଷ୍କାସନ ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୪୫ ଫୁଟ ଥିବାର ସୂଚନା ମିଳିଛି ।

Comments are closed.