ଦେଶରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ଓମିକ୍ରନ

ନୂଆଦିଲ୍ଲୀ: ଏବେ ଓମିକ୍ରନ ଦେଶରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ରହିଛି ବୋଲି କେନ୍ଦ୍ରୀୟ ସଂସ୍ଥା ଆଇଏନଏସଏସିଓଜି ନିଜ ବୁଲେଟିନରେ ସୂଚନା ଦେଇଛନ୍ତି। ଦେଶରେ ଗୋଷ୍ଠୀ ସଂକ୍ରମଣର ପ୍ରଭାବ ମେଟ୍ରୋ ସହରରେ ଦେଖିବାକୁ ମିଳିଛି। ଏବେ ଓମିକ୍ରନ ମେଟ୍ରୋ ସହରରେ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଓମିକ୍ରନ ସବ ଭାରିଆଣ୍ଟ ବିଏ.୨ ମଧ୍ୟ ଦେଶରେ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ରୀୟ ସଂସ୍ଥା ଆଇଏନଏସଏସିଓଜି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.