ଓମଫେଡ଼ କ୍ଷୀରର ଦର ବୃଦ୍ଧି

0

ଭୁବନେଶ୍ୱର: ଆଗାମୀ ଦିନରେ ଓମଫେଡ କ୍ଷୀରର ଦର ବୃଦ୍ଧି ହେବ । ଲିଟର ପ୍ରତି କେତେ ଟଙ୍କା ବୃଦ୍ଧି ହେବ ସେନେଇ ସଠିକ୍ ତଥ୍ୟ ମିଳି ପାରିନଥିବା ବେଳେ ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କୁ ସୁହାଇଲା ଭଳି ଦର ଧାର୍ୟ୍ୟ କରାଯିବ । ସରକାର ବିଚାରବିମର୍ଶ କରିବା ପରେ ଦର ବୃଦ୍ଧି ହେବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Leave A Reply