ଓଜେଏସ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ – ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

 

ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୫୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ପାଇଁ ୧୭ଟି ସଂରକ୍ଷିତ ରହିଛି । ଏହାର ବୟସ ସୀମା ସାଧାରଣ ବର୍ଗଙ୍କ ପାଇଁ ସର୍ବଧିକ ୩୫ ବର୍ଷ ରହିଛି ।

ଓପିଏସ୍‌ସିର ଓ୍ୱେବସାଇଟ୍‌ରେ ଏଥିପାଇଁ ଆବେଦନ କରିପାରିବେ । ପ୍ରିଲିମିନାରୀ, ମେନ୍‌ ଏବଂ ସାକ୍ଷାତାକାର ପରେ ସଫଳ ହୋଇଥିବା ଆବେଦନକାରୀମାନେ ନିଯୁକ୍ତି ପାଇବେ ।

 

Ojs notification

Comments are closed.