୨୪ରୁ ମିଳିବ ଓଜେଇଇ ଆଡ଼ମିଟ କାର୍ଡ

ଭୁବନେଶ୍ବର  : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ଏପ୍ରିଲ ୨୪ରୁ ଆଡ଼ମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ (www.ojee.nic.in) ୱେବ୍‌ସାଇଟ୍‌କୁ ଯାଇ ଆଡମିଟ କାର୍ଡ ଡାଉନ୍‌ଲୋଡ କରି ପାରିବେ। ଏହି ପ୍ରବେଶିକା ପରୀକ୍ଷା ମେ ୧୨ ଓ ୧୩ ଦୁଇଦିନ ଧରି ଅନୁଷ୍ଠିତ ହେବ। ୨ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ୧୩ ତାରିଖ ପରୀକ୍ଷା ପାଇଁ ଏ ପର୍ଯ୍ୟନ୍ତ ଓଜେଇଇ ସିଟିଂ ସ୍ଥିର କରିନି। ୧୨ ତାରିଖ ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ।

Comments are closed.