ତୈଳ ସନ୍ଧାନରେ ପୁରୀ ଜିଲ୍ଲା ଗୋପ କୁଶପୁର ମୌଜାରେ ଖନନ ପ୍ରକ୍ରିୟା ଆରମ୍ଭ

ଡେସ୍କ: ପୁରୀ ଜିଲ୍ଲା ଗୋପ କୁଶପୁର ମୌଜାରେ ଅଏଲ ଇଣ୍ଡିଆ ପକ୍ଷରୁ ତୈଳ ସନ୍ଧାନ ଲାଗି ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି।ପ୍ରାଥମିକ ର୍ଯ୍ୟାୟରେ ଏବେ ୨ଟି ପୋଖରୀ ଖୋଳା ଚାଲିଛି। ଏଥିଲାଗି ଅଏଲ ଇଣ୍ଡିଆ ୮ ଏକର ଜମିକୁ ୩ ବର୍ଷ ଲାଗି ଲିଜ୍‍ ନେବା ସହିତ ଲିଜ୍‍ ବାବଦକୁ ୩୭ ଜଣ ଚାଷୀଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରିଥିବା ସୂଚନା ମିଳିଛି।

Comments are closed.