ଓଡିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ

ଭୁବନେଶ୍ୱର . – ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମଳିଛି । ପୂର୍ବରୁ ଓଡିଶା ଓ ପଶ୍ଚିମବଙ୍ଗମ ମଧ୍ୟରେ ରସଗୋଲାକୁ ନେଇ ବିବାଦ ରହିଥିଲା । ୨୦୧୭ ମସିହାର ବଙ୍ଗଳା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା । ପରେ ୨୦୧୮ ମସିହା ଫେବ୍ରୁଆରି ମାସରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଚେନ୍ନାଇରେ ଥିବା ଜିଆଇ କାର୍ଯ୍ୟାଳୟରେ ବିଭିନ୍ନ ପ୍ରମାଣ ସହ ନଥିପତ୍ର ସହ ଦାଖଲ କରାଯାଇଥିଲା । ଜୁଲାଇ ୨୯ ତାରିଖ ୨୦୧୯ ମସିହାରେ ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଛି ।

Comments are closed.