MEllora 950×100

ସ୍ବେଛାକୃତ ରକ୍ତଦାନ ଶିବର

ଜି ଉଦୟଗିରି: ସ୍ଥାନୀୟ ସମନ୍ବିତ ସଭାଗୃହରେ ଚଳିତ ମାସ ୧୮ରୁ ଆସନ୍ତା ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ବିଭିନ୍ନ ସେଚ୍ଛାସେବି ସଂଗଠନ ତାଲିମ୍ ପ୍ରଦାନ କରିଥିଲେ। ଡେପୁଟି କଲେକ୍ଟର ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ସ୍ବେଛାକୃତ ଭାବେ ୨୬ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ରକ୍ତଦାନ ଶିବିରରେ ଡଃ ଜୟଦିପ ଘୋଷ ଓ ଟେକନିଶିଆନ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।

Comments are closed.