ଲଜିଷ୍ଟିକ୍‌‌ ପ୍ରଦର୍ଶନ ସୂଚକାଙ୍କରେ ୬ ପାଦ ଆଗେଇଛି ଭାରତ

ଡେସ୍କ: ଲଜିଷ୍ଟିକ୍‌‌ ପ୍ରଦର୍ଶନ ସୂଚକାଙ୍କର ସପ୍ତମ ସଂସ୍କରଣରେ ଭାରତ ୬ଟି ସ୍ଥାନ ଉପରକୁ ଯାଇ ୩୮ତମ ସ୍ଥାନରେ ପହଞ୍ଚିଛି। ୧୩୯ଟି ଦେଶ ମଧ୍ୟରେ ଭାରତ ଏହି ସଫଳତା ହାସଲ କରିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କହିଛି, ଗତ କିଛି ବର୍ଷ ମଧ୍ୟରେ ଲଜିଷ୍ଟିକ୍‌‌ ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ବିଶ୍ୱସ୍ତରରେ ନିଜର ସ୍ଥିତି ସୃଷ୍ଟି କରିବା ଲାଗି ଭାରତ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି।

Comments are closed.