ଆଇପିଏଲରେ ଆଜି: ରାଜସ୍ଥାନ ବନାମ ଗୁଜରାଟ ଓ ମୁମ୍ବଇ ବନାମ କଲକାତା

ଅହମ୍ମଦାବାଦ୍‌: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୬ର ରବିବାର ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୨୩ତମ ଲିଗ୍‌ ମ୍ୟାଚ ଗୁଜରାଟ ଟାଇଟାନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ସମାନ ସଂଖ୍ୟକ ମ୍ୟାଚରୁ ସମାନ ବିଜୟ ସହ ସମାନ ପଏଣ୍ଟ ପାଇଛନ୍ତି। ଦୁଇ ଦଳ ସମାନ ସ୍ଥିତିରେ ରହିଛନ୍ତି। ମ୍ୟାଚ ମୁଖ୍ୟତଃ ଗୁଜରାଟ ପେସ ଓ ରାଜସ୍ଥାନର ସ୍ପିନ ମଧ୍ୟରେ ଲଢେଇ ହେବ।

Comments are closed.