ବିପୁଳ ପରିମାଣରେ ଗଞ୍ଜେଇ ଜବତ, ଦୁଇ ଗିରଫ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁରରୁ ପୁଲିସ ଚଢ଼ାଉ କରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବୋଲେରୋ ଗାଡିକୁ ଜବତ କରିଛି। ଗାଡ଼ିରୁ ୯୦କେଜି ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ଚାରିଛକ ବଜାରର ହୋଟେଲ ମାଲ୍ଲିକ ଶରତ କୁମାର ସାହୁ (୫୩) ଏବଂ ବାଲିଅମ୍ବା ଭାପୁର ଅଂଚଳର ପ୍ରଶାନ୍ତ କୁମାର ରାଉତ (୩୦)କୁ ଗିରଫ କରିଛି।

Comments are closed.