ଟିକା ନେଲେ ୧.୯୬ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ

ଭୁବନେଶ୍ବର:ରାଜ୍ୟରେ ଜାରି ରହିଥିବା ଟିକାକରଣ ଅଭିଯାନରେ ବୁଧବାର ୧ଲକ୍ଷ ୯୬ହଜାର ୩୬୩ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୪କୋଟି ୬୬ଲକ୍ଷ ୫୬ହଜାର ୯୨୬ରେ ପହଞ୍ଚିଛି। ବୁଧବାର ୨୫୯୩ଟି କେନ୍ଦ୍ରରେ ଟିକାକରଣ କରାଯାଇଥିଲା। ୨୨୯୩ ଗର୍ଭବତୀଙ୍କ ଟିକାକରଣ ପରେ ସେମାନଙ୍କ ସଂଖ୍ୟା ୩ଲକ୍ଷ ୯୫ହଜାର ୮୫୯କୁ ଛୁଇଁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.