ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ମୃତ୍ୟୁ। କରୋନାରେ ଆକ୍ରାନ୍ତ ହୋଇ ଆଉ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛି। ମୃତକଙ୍କ ମଧ୍ୟରେ ଅନୁଗୁଳରୁ ଜଣେ ୫୭ ବର୍ଷୀୟ ପୁରୁଷ ଥିବା ବେଳେ ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ କନ୍ଧମାଳରୁ ଜଣେ ଅଛନ୍ତି।

ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍‍ ମୃତ୍ୟୁସଂଖ୍ୟା ୮୫୪୨କୁ ବୃଦ୍ଧି ପାଇଛି।

Comments are closed.