ବାରବାଟୀରେ ହେବ ଦିିନିକିଆ କ୍ରିକେଟ୍‍ ମ୍ୟାଚ

କଟକ: ଦିର୍ଘଦିନ ବ୍ୟବଧାନ ପରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଏକଦିବସୀୟ ମ୍ୟାଚ୍‍ ଅନୁଷ୍ଠିତ ହେବ। ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟର ଏହି ମ୍ୟାଚ ଖେଳାଯିବ। ୨୦୧୯ ଡ଼ିସେମ୍ବର ୨୨ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ସିରିଜର ତୃତୀୟ ଦିନିକିଆ ମ୍ୟାଚଟି ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏକ ଦିବସୀୟ ମ୍ୟାଚଟି ଦିବାରାତ୍ରି ମ୍ୟାଚ ହେବ ବୋଲି ସୂଚନା ମିଳିଛି।

Comments are closed.