ଭୁବନେଶ୍ବରରେ ଆଉ ୬୦ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧୯

ଭୁବନେଶ୍ବର : ଭୁବନେଶ୍ବରରେ ଗୁରୁବାର ଆଉ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ଅଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୪୦ ଓ ସ୍ଥାନୀୟ ସଂକ୍ରମଣ ୨୦ ଜଣ ରହିଛନ୍ତି । ଏଥିସହ ଭୁବନେଶ୍ବରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୯ କୁ ବୃଦ୍ଧି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୦୩ ସୁସ୍ଥ ହୋଇଥିବା ବେଳେ ୫୦୪ ଜଣ ଚିକିତ୍ସାଧିନ ରହିଛନ୍ତି ଏବଂ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।

Comments
Loading...