ବଦଳିଲେ ଦୁଇ ଓଏଏସ୍‌ ଅଧିକାରୀ

ଭୁବ‌ନେଶ୍ବର:ବାଲେଶ୍ବର ସ୍ଥିତ ଫକିରମୋହନ ମେଡିକାଲ କଲେଜର ପ୍ରଶାସନିକ ଅଧିକାରୀ ଜୟନ୍ତୀ ସିଂହଙ୍କୁ କଟକ ବନ୍ଦବୋସ୍ତ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ବିଜ୍ଞପ୍ତି ଅନୁସାରେ ଭଦ୍ରକ ଉପ-ଜିଲାପାଳ ମନୋରମା ଭୂୟଁାକୁ ଫକୀରମୋହନ ମେଡିକାଲ କଲେଜର ପ୍ରଶାସନିକ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।

Comments are closed.