ବାଘ ମୁଣ୍ଡ , ଛାଲ, ବାରହା ମାଂସ ସହ ବଜ୍ରକାପ୍ତା କାତି ଜବତ ; ୩ ଅଟକ

ନୂଆପଡ଼ା : ନୂଆପଡ଼ା ଜିଲା ଟିପାଝର ଗାଁରେ ବନ ବିଭାଗ ଚଢାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ବାଘ ମୁଣ୍ଡ ଓ ଛାଲ, ବାରହା ମାଂସ, ବଜ୍ରକାପ୍ତା କାତି ଜବତ କରିଛି ବୋଲି ରବିବାର ଜଣାପଡ଼ିଛି। ଏହାସହ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଅଟକ ରଖି ବନବିଭାଗ ପଚରାଉଚରା ଜାରି ରଖିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

 

Comments are closed.