ମେଡିକାଲ କଲେଜ ଦାବିରେ ନୂଆପଡା ବନ୍ଦ

0

ନୂଆପଡା : ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବୁଧବାର ୧୨ ଘଣ୍ଟିଆ ନୂଆପଡା ବନ୍ଦ ପାଳନ କରାଯାଉଛି। ନୂଆପଡା ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ପ୍ରଦର୍ଶନକାରୀମାନେ ବ୍ୟାନର ବାନ୍ଧି ରାସ୍ତାରୋକ କରିଛନ୍ତି। ସହରରେ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି।

Leave A Reply