ହକ୍ ପାଇଁ ଆନ୍ଦୋଳନ ବେଳେ ମହିଳା ଶ୍ରମିକଙ୍କୁ ଆକ୍ରମଣ ଅଭିଯୋଗ

କଟକ : ଏନ୍ଆ‌ରଆରଆଇ କ୍ରଣ୍ଟାକ୍ଟ ଲେବର ୟୁନିୟନ, କଟକ ପକ୍ଷରୁ ନିଜର ହକ୍ ପାଇଁ ଧାନଗବେଷଣା କେନ୍ଦ୍ର ସମ୍ନାରେ ଆନ୍ଦୋଳନ କରୁଥିବାବେଳେ ସଂଘର କିଛି ମହିଳା ଶ୍ରମିକଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି। ଏନେଇ ସଂଘ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଲିଖିତ ଏତଲା ଦିଆଯାଇଛି।

୧୮ ଜୁଲାଇରୁ ପୁଲିସ ପ୍ରଶାସନର ସହାୟତାରେ ଶାନ୍ତି ଶୃଙ୍ଖଳା ସହ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଥିବା ସମୟରେ ଆଜି ବାହାରୁ କିଛି ଲୋକ ଆସି ସଂଘର ମହିଳା ଶ୍ରମିକମାନଙ୍କୁ ଧାରୁଆ ଅତ୍ସରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Comments are closed.