କୋମାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ

ଉତ୍ତର କୋରିଆ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ କୋମାରେ ଥିବା ଜଣାପଡିଛି। କିମ୍ ଜୋଙ୍ଗ କୋମାରେ ଥିବା ନେଇ ତାଙ୍କର ଜଣେ ପୂର୍ବତନ ସହକର୍ମୀ ସୂଚନା ଦେଇଛନ୍ତି। ଏବଂ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟ ପରିଚାଳନା କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସେ କହିଛନ୍ତି।

କିମ୍ ଜୋଙ୍ଗ୍ ଚେତାଶୂନ୍ୟ ଏବଂ ନିଷ୍କ୍ରିୟ ଥିବା ଏକ ଚାଇନାର ଉତ୍ସରୁ ସୂଚନା ପାଇଥିବା ତାଙ୍କର ପୂର୍ବତନ ସହକର୍ମୀ ଚାଙ୍ଗ ଦାବି କରିଛନ୍ତି।

Comments are closed.