ଓ୍ବାର୍ଲ୍ଡ ଫୁଡ୍ ପୋଗ୍ରାମକୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ନୋବେଲ ପୁରସ୍କାର କମିଟି ପକ୍ଷରୁ ଚଳିତବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି।  ଏଥର ଶାନ୍ତି କ୍ଷେତ୍ରରେ ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗାମ(ଡବ୍ଲ୍ୟୁଏଫପି)କୁ ଏହି ସମ୍ମାନ ମିଳିବ। ବିଶ୍ୱରେ କ୍ଷୁଧା ମୁକ୍ତି ପାଇଁ ଲଢ଼େଇ ଓ କ୍ଷୁଧା ବିରୋଧୀରେ କାର୍ଯ୍ୟ କରୁଥିବାରୁ ଡବ୍ଲ୍ୟୁଏଫପିକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ କରାଯାଇଛି। ଯେଉଁ ସବୁ ଅଞ୍ଚଳରେ କ୍ଷୁଧା ପାଇଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେଠାରେ ଏହା ଶାନ୍ତିଦୂତ ଭାବରେ କାର୍ଯ୍ୟ କରିଆସିଛି।

Comments are closed.