ନିର୍ଭୟା ମାମଲା – ଦିଲ୍ଲୀ ହାଇକୋର୍ଟରେ ତିହାର ଜେଲ କର୍ତ୍ତୃପକ୍ଷ, ଆଜି ଶୁଣାଣି

ନୂଆଦିଲ୍ଲୀ : ନିର୍ଭୟାର ଦୋଷୀଙ୍କ ଫାଶି ଉପରେ ସ୍ଥଗିତାଦେଶ ନିଷ୍ପତ୍ତିକୁ ବିରୋଧ କରି ତିହାର ଜେଲ୍ ପ୍ରଶାସନ ଓ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ଯାଚିକା ଉପରେ ଶନିବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଶୁଣାଣି ସମୟରେ ତିହାର ଜେଲ୍ ପ୍ରଶାସନ ଓ ଚାରି ଦୋଷୀଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହା ଉପରେ ଆଜି ଶୁଣାଣି ହେବ। ଏହା ପୂର୍ବରୁ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ, ଦୋଷୀ ଯେଉଁ ପ୍ରକାର ଫାଶିକୁ ରୋକିବାକୁ ବିଭିନ୍ନ ପ୍ରକାରର ଉପାୟ ଆପଣଉଛନ୍ତି, ଏମିତି ପ୍ରକ୍ରିୟା ଯଦି ଚାଲିବ ତେବେ କେସ୍ କେବେ ବି ସମାପ୍ତ ହୋଇ ପାରିବ ନାହିଁ।

 

Comments are closed.