ଭୁବନେଶ୍ୱରରୁ ଜଣଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡିଗିରି ଅଞ୍ଚଳରୁ ଜଣଙ୍କୁ ଉଠାଇନେଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ବ୍ୟକ୍ତିଙ୍କୁ ଉଠାଇନେଇ ଏନଆଇ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଜାରି ରଖିଛି । କେଉଁ ଲିଙ୍କରେ ଉଠାଇ ନେଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ଛାତ୍ର ହୋଇଥିବା ସୂଚନା ମିଳିଛି।

Comments are closed.