ରାଜଧାନୀ ଅଭିମୁଖେ ହଜାର ହଜାର ଚାଷୀ, ଏନଏଚରେ ୧୪୪ ଧାରା ଜାରି

0

ଭୁବନେଶ୍ୱର: ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆସନ୍ତା କାଲି ଭୁବନେଶ୍ୱରରେ ଏକ ବିଶାଳ ଚାଷୀ ସମାବେଶ ଆୟୋଜନ ହୋଇଛି । ଏଥିରେ ଯୋଗ ଦେବା ପାଇଁ ଶହ ଶହ ଚାଷୀ ରାଜଧାନୀ ଆସୁଥିବା ବେଳେ ତମାଣ୍ଡୋ ନିକଟରେ ପୁଲିସ ସେମାନଙ୍କୁ ଅଟକାଇଛି । ଏହା ସହ ଜାତୀୟ ରାଜପଥରେ ୧୪୪ ଧାରା ଜାରି କରାଯାଇଛି । ଏହି ଆନ୍ଦୋଳନରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଛନ୍ତି ।

Leave A Reply