ନେକ୍ସନ୍‍ କ୍ରାଜ୍‍ର ସୀମିତ ସଂସ୍କରଣର ବଜାର ପ୍ରବେଶ

0

ଭୁବନେଶ୍ୱର :ଟାଟା ମୋଟର୍ସ ପକ୍ଷରୁ ନେକ୍ସନ୍‍ର ପ୍ରଥମ ବାର୍ଷିକୀ ଅବସରରେ ନେକ୍ସନ୍‍ କ୍ରାଜ୍‍ର ସୀମିତ ସଂସ୍କରଣର ବଜାର ପ୍ରବେଶ କରାଯାଇଛି । ଏହା କ୍ରାଜ୍‍ ଏବଂ କ୍ରାଜ୍‍ ପ୍ଲସ୍‍ ଦୁଇଟି ଭାରିଆଣ୍ଟରେ ଉପଲବ୍ଧ। ଏହାର ଏକ୍ସ ଶୋ’ରୁମ୍‍ (ଭୁବନେଶ୍ୱର) ପେଟ୍ରୋଲ ଭର୍ସନ୍‍ର ମୂଲ୍ୟ ୭.୩୯ ଲକ୍ଷ ଟଙ୍କା ଏବଂ ଡିଜେଲର ୮.୩୯ ଲକ୍ଷ ଟଙ୍କା ରହିଛି। ଏ ସମ୍ପର୍କରେ ଟାଟା ମୋଟର୍ସର ପିଭିବିୟୁର ସଭାପତି ମାୟାଙ୍କ ପାରିକ୍‍ କହିଛନ୍ତି ଯେ, ଆମେ ଗ୍ରାହକଙ୍କ ସହ ଆମ ବ୍ରାଣ୍ଡ୍‍ର ପ୍ରଥମ ବାର୍ଷିକୀ ପାଳନ କରିବାକୁ ଚାହୁଁଛୁ। ନେକ୍ସନ୍‍ କ୍ରାଜ୍‍ ଏହାର ସେଗ୍‍ମେଣ୍ଟରେ ଏକ ନୂଆ ଧାରା ଯୋଗ କରିବ।

Leave A Reply