ନ୍ୟୁଜିଲାଣ୍ଡରେ ନୂଆବର୍ଷକୁ ସ୍ବାଗତ

ଆସୁଛି ନୂଆବର୍ଷ । ନବବର୍ଷ ୨୦୨୨କୁ ସମସ୍ତେ ଚାହିଁ ବସିଛନ୍ତି । ତେବେ ପ୍ରଥମେ ନ୍ୟୁଜିଲାଣ୍ଡକୁ ଛୁଇଁଲା ନୂଆବର୍ଷ ୨୦୨୨। ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଲୋକେ ବାଣ ଫୁଟାଇ ନୂଆବର୍ଷକୁ ସ୍ବାଗତ କରିଛନ୍ତି । ଭାରତ ସମେତ ବିଶ୍ବର ଅନେକ ଦେଶର ଲୋକେ ନୂଆବର୍ଷକୁ ପ୍ରତିକ୍ଷା କରିଥିବା ବେ​​‌ଳେ ପ୍ରଥମେ ନ୍ୟୁଜିଲାଣ୍ଡକୁ ନୂଆବର୍ଷ ଛୁଇଁଛି । ଆମର ଏଠାରେ ରାତି ୧୨ଟାରେ ନୂଆବର୍ଷକୁ ସ୍ବାଗତ କରାଯିବ। ତେବେ ନ୍ୟୁଜିଲାଣ୍ଡ ଲୋକ ପ୍ରଥମେ ନୂଆବର୍ଷକୁ ସ୍ବାଗତ କରିଛନ୍ତି ।

Comments are closed.