ଗୋଟିଏ ଦିନରେ ନ୍ୟୁଜିଲାଣ୍ଡରେ ୧୦୨୯୪ କୋଭିଡ ସଂକ୍ରମିତ

ଡେସ୍କ: କିଛିଦିନ ଧରି ସାରା ବିଶ୍ୱରେ କରୋନା ସଂକ୍ରମଣ ସ୍ଥିର ରହିବା ପରେ ପୁଣି ବୃଦ୍ଧି ପାଉଛି। ନ୍ୟୁଜିଲାଣ୍ଡରେ ଗୋଟିଏ ଦିନରେ ୧୦ ହଜାର ୨୯୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ମିଳିଛି। ସେମାନଙ୍କ ମଧ୍ୟରୁ ୫୨୪ ଜଣ ସଂକ୍ରମିତଙ୍କ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ୧୪ ଜଣଙ୍କ ଅବସ୍ଥା ଗୁରୁତରରହିଛି। ୧୮ ଜଣ ଲୋକ ମୃତ୍ୟୁବରଣ କରିଥିବାର ରିପୋର୍ଟ ମିଳିଛି।

Comments are closed.