ବୃଦ୍ଧି ପାଉଛି ଥଣ୍ଡାର ପ୍ରକୋପ ; ସୋନପୁର ୯.୪

ଭୁବନେଶ୍ୱର : ଖସୁଛି ପାରଦ। ଧିରେ ଧିରେ ବୃଦ୍ଧି ପାଉଛି ଥଣ୍ଡାର ପ୍ରକୋପ। ରାଜ୍ୟରେ ୧୧ଟି ସହରର ତାପମାତ୍ରା ୧୫ ଡ଼ିଗ୍ରୀ ତଳେ ରହିଛି। ସେହିପରି ୩ଟି ସହରର ତାପମାତ୍ରା ୧୦ ଡ଼ିଗ୍ରୀ ତଳକୁ ଖସିଛି। ସୋନପୁର ୯.୪, ଦାରିଙ୍ଗବାଡି ୯.୫, ଫୁଲବାଣୀ ୧୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି। ଏହାସହ ଅନୁଗୁଳ ୧୧, କୋରାପୁଟ ୧୧.୨, ଭବାନୀପାଟଣା ୧୧.୪, ଝାରସୁଗୁଡ଼ା ୧୩.୪, ତାଳଚେର ୧୩.୫, ବଲାଙ୍ଗୀର ୧୪, କେନ୍ଦୁଝର ୧୪.୪, ମାଲକାନଗିରି ୧୪.୫, ଭୁବନେଶ୍ୱର ୧୬.୩, କଟକର ତାପମାତ୍ରା ୧୬ ଡିଗ୍ରୀ ବୋଲି ସୂଚନା ମିଳିଛି।

Comments are closed.