କ୍ୟାଟ୍ରିନା କୈଫ କରୋନା ପଜିଟିଭ

ମୁମ୍ବଇ : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ କ୍ୟାଟ୍ରିନା  ସୋସିଆଲ ମିଡିଆରେ ନିଜେ ପୋଷ୍ଟ କରି ଜଣାଇଛନ୍ତି। ସେ କହିଛନ୍ତି, ମୁଁ ପଜିଟିଭ ଚିହ୍ନଟ ପରେ ତୁରନ୍ତ ନିଜକୁ ଆଇସୋଲେଟ କରିବା ସହ ହୋମ କ୍ୱାରେଣ୍ଟାଇନରେ ରହିଛି। ନିଜ ଡାକ୍ତରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ଗାଇଡଲାଇନକୁ ପାଳନ କରୁଛି। ମୋ ସଂସ୍ପର୍ଶରେ ଆସିଥିବା ସଭିଏଁ ନିଜର ଟେଷ୍ଟ କରିବା ସହ ସୁରକ୍ଷିତ ରୁହନ୍ତୁ।

Comments are closed.