ରାତି ୮ଟା – ମୁଖ୍ୟ ଖବର

୧. ଦେଶରେ ଦିନକରେ ୮୧,୮୩୯ ଆକ୍ରାନ୍ତ ସୁସ୍ଥ, ମୋଟ ୨,୮୯,୨୬,୦୩୮ ଆକ୍ରାନ୍ତ ସୁସ୍ଥ
୨. ଦିନକରେ ରାଜ୍ୟରେ ୨୯୫୭ ନୂଆ ସଂକ୍ରମିତ ଚିହ୍ନଟ
୩. ରାଜ୍ୟରେ ଆଜି ୩୮ କରୋନା ଆକ୍ରାନ୍ତ ମୃତ, ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୬୭୧
୪. ଭାରତ ଓ ଅନ୍ୟ ଏସୀୟ ରାଷ୍ଟ୍ରଙ୍କୁ ୧୬ ନିୟୁତ ଟିକା ଦେବ ଆମେରିକା
୫. ଭାରତ ସହ ୧୦ ଦେଶରେ ଡେଲ୍ଟା ପ୍ଲସ୍ ଭେରିଆଣ୍ଟ ଚିହ୍ନଟ
୬. ରାଜ୍ୟରେ ଧାନ କିଣାରେ ବ୍ୟାପକ ଅନିୟମିତତା ନେଇ ରିପୋର୍ଟ ଦେଲା କେନ୍ଦ୍ରୀୟ ତଦନ୍ତ ଦଳ
୭. ସିବିଏସ୍‌ଇ, ଆଇସିଏସଇ ମୂଲ୍ୟାୟନ ପଦ୍ଧତି ସୁପ୍ରିମକୋର୍ଟରେ କାଏମ, ଜନହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା କହିଲେ ସୁପ୍ରିମକୋର୍ଟ
୮. ସିବିଏସ୍‌ଇ, ଆଇସିଏସଇ ମୂଲ୍ୟାୟନ ପଦ୍ଧତିକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ସମସ୍ତ ଆବେଦନ ସୁପ୍ରିମକୋଟରେ ଖାରଜ
୯. ବ୍ରହ୍ମପୁର ଗିରିରୋଡ ଉଚ୍ଚ ବାଳିକା ବିଦ୍ୟାଳୟ ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିରିଲେ ବିଜେପି କର୍ମୀ
୧୦. ଓଡ଼ିଶା ପୁଲିସର ୪୭୭ ଏସଆଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଅଗଷ୍ଟ ୬ରୁ୧୬ ମଧ୍ୟରେ କମ୍ପ୍ୟୁଟର ବେସଡ ଲିଖିତ ପରୀକ୍ଷା

Comments are closed.