ରାତି ୮ଟା – ମୁଖ୍ୟ ଖବର

ପାଠ୍ୟକ୍ରମରେ ସ୍ଥାନିତ ହେବ ଟୁରି ନଦୀ କୂଳରେ ଦେଶପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ବୀରତ୍ୱ ଗାଥା

ପ୍ରଫେସର କିଶୋର କୁମାର ବାସା ଭୁବନେଶ୍ବର ଏମ୍‌ସ ପରିଚାଳନା ପରିଷଦ ସଦସ୍ୟ

ଗ୍ରାମାଞ୍ଚଳ ବିକାଶ ଯୋଜନାର ଅସଲ ଚିତ୍ର; ସାଢେ ୩ କିମି ଖଟରେ ବୁହାହେଲେ ରୋଗୀ

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାଫଳ ପ୍ରକାଶ: ପାସ୍‌ ହାର ୮୦.୮୩ %

ବେଆଇନ ଲଘୁ ପଥର ଖଣିଜ ଟେଣ୍ଡର ହେରଫେର ମାମଲା, ୪୮ଟି ଖଣି ଲିଜ୍‍ ଟେଣ୍ଡର ବାତିଲ

ପ୍ରଥମ ଥର ପାଇଁ ଗ୍ରୀନଲାଣ୍ଡରେ ବର୍ଷା ; ଚିନ୍ତାରେ ପରିବେଶବିତ୍‌

ସେପ୍ଟେମ୍ବରରୁ ପୁନଃ ଖୋଲିବ କର୍ତ୍ତାରପୁର ସାହିବ

କାବୁଲରୁ ୟୁକ୍ରେନ ବିମାନ ଅପହରଣ: ଅଜ୍ଞାତ ସଶସ୍ତ୍ରବ୍ୟକ୍ତିଙ୍କ ଦ୍ୱାରା ଅପହୃତ, ଇରାନକୁ ନେଇଗଲେ ବିମାନ

ବଙ୍ଗୋପସାଗରେ ଭୂକମ୍ପ ; ରିକ୍ଟର ସ୍କେଲରେ ତିବ୍ରତା ୫.୧

ତାଲିବାନ ସହିତ ନିରବଚ୍ଛିନ୍ନ ଆଲୋଚନା ଜାରି ରଖିଛି ଆମେରିକା

ଛତିଶଗଡ-ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୨ ମାଓବାଦୀଙ୍କ ମୃତ୍ୟୁ ନେଇ ସୂଚନା

ବାଲେଶ୍ବର ଜିଲା ଜଳେଶ୍ବରରୁ ୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ

ସାକ୍ଷୀଗୋପାଳ ଓଭରବ୍ରିଜ୍ ପ୍ରତି ବିପଦ; ବିଭାଗୀୟ ଅଧିକାରୀଙ୍କ ଅବହେଳା ଅଭିଯୋଗ

ରାଜ୍ୟରେ ୬୨୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ। ୧୮ ବର୍ଷ ବୟସରୁ କମ୍‍ ୮୦ ଜଣ

 

Comments are closed.