ଅପରାହ୍ନ ୩ଟା ସୁଦ୍ଧା ମୁଖ୍ୟ ଖବର (୨୮ ମେ ୨୦୨୧)

ଦେଶ/ବିଦେଶ ଖବର

ଦିଲ୍ଲୀରେ ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ, ଘୋଷଣା କଲେ କେଜ୍ରିୱାଲ

୯୯୦ ଟଙ୍କାରେ ମିଳିବ ୨-ଡିଜି ଔଷଧ, କେନ୍ଦ୍ର ଓ ରାଜ୍ୟ ପାଇଁ ରିହାତି

ବଡ଼ ସଫଳତା: କରୋନା ଭୂତାଣୁର ପ୍ରମୁଖ ପ୍ରୋଟିନ ସରଞ୍ଚନାର ଏକ ଅଂଶକୁ ଖୋଜି ବାହାର କଲେ ଭାରତୀୟ ଗବେଷକ

ତ୍ରିରଙ୍ଗାର ଅପମାନ କରିଛନ୍ତି କେଜ୍ରିୱାଲ: ପ୍ରହଲ୍ଲାଦ ପଟେଲ

ଚୋକ୍‌ସୀଙ୍କୁ ନିର୍ଯାତନା ଦେବା ପରେ ଆଣ୍ଟିଗୁଆରୁ ଡୋମିନିକା ଅପହରଣ କରାଯାଇଥିଲା

ଦେଶରେ ୨ଲକ୍ଷ ତଳକୁ ପୁଣି ଖସିଲା ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ୧ ଲକ୍ଷ ୮୬ ହଜାର ୩୬୪ ନୂଆ ସଂକ୍ରମିତ ଚିହ୍ନଟ ଏବଂ ୩,୬୬୦

– ଅଲୀଗଡ଼ରେ ବିଷାକ୍ତ ମଦ ପିଇ ୭ ମୃତ, ୨୦ରୁ ଅଧିକ ଗୁରୁତର

ଗୋଟିଏ ହେଲେ ଟିକା ୧୦୦% ସୁରକ୍ଷା ଦେଇପାରିବ ନାହିଁ, ବୁଷ୍ଟର ଆବଶ୍ୟକତା ଉପରେ ଚାଲିଛି ଅନୁଧ୍ୟାନ

– ସମ୍ଭାବ୍ୟ ତୃତୀୟ ଲହର ପାଇଁ ଦିଲ୍ଲୀ ସରକାରଙ୍କ ପ୍ରସ୍ତୁତି, ଗଠନ କଲେ ୧୩ ସଦସ୍ୟ ବିଶିଷ୍ଟ ମଣ୍ଡଳୀ

ରାଜ୍ୟ ଖବର

– ରାଜ୍ୟର ୩ ଜିଲାରେ ନୂଆ କୋଭିଡ ହସ୍ପିଟାଲ – ସ୍ୱାସ୍ଥ୍ୟମନ୍ତ୍ରୀ

– ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ‘ୟାସ’ ସମୀକ୍ଷା ବୈଠକ ଶେଷ ; ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହେଁ ଓଡିଶା

– ରାଜ୍ୟରେ ପୁଣି ବଢିଲା ସଂକ୍ରମଣ; ଦିନକରେ ୭୨୧୬ ଚିହ୍ନଟ; କଟକରୁ ସର୍ବାଧିକ ୧୦୯୧

– ରାଜ୍ୟରେ କରୋନାରେ ଆଖିବୁଜିଲେ ଆଉ ୩୩ ସଂକ୍ରମିତ

– ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ, ବିମାନବନ୍ଦରରେ କରାଯାଉଛି ସମୀକ୍ଷା ବୈଠକ

Comments are closed.