ଅପରାହ୍ନ ୧ଟା ସୁଦ୍ଧା ମୁଖ୍ୟ ଖବର (୨୫ ମେ ୨୦୨୧)

ଦେଶ/ବିଦେଶ ଖବର

– ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ କରୋନା ସଂକ୍ରମିତ ଚିହ୍ନଟ, ୩୫୧୧ ମୃତ

– ୧ଲକ୍ଷ କରୋନା ରୋଗୀଙ୍କୁ କରୋନିଲ୍‌ କିଟ୍‌ ବାଣ୍ଟିବେ ହରିୟାଣା ସରକାର

ବର୍ନାର୍ଡ ଆର୍ନଲ୍ଟ ବିଶ୍ୱର ସବୁଠୁ ଧନୀ, ଜେଫ୍‍ ବେଜୋସଙ୍କୁ ପଛରେ ପକାଇଲେ

ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ନିଖୋଜ

ରାଜ୍ୟ ଖବର

ବାତ୍ୟା ୟାସ ପ୍ରଭାବରେ ସକାଳ ୮ଟା ସୁଦ୍ଧା ପାରାଦୀପରେ ୧୬୧.୧ ମିମି ବର୍ଷା ରେକର୍ଡ, ପାରାଦୀପ ଓ ଧାମରା ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି

ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ: ଏସଆରସି

ରାଜ୍ୟରେ ଦିନକରେ ୧୦୯୩୯ ନୂଆ କରୋନା ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ଚିହ୍ନଟ

– ରାଜ୍ୟରେ ଦିନକରେ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୭ ମୃତ

– ବାତ୍ୟା ମୁକାବିଲା ପାଇଁ ୪୦୪ଟି ଅଭିଜ୍ଞ ଟିମ, ୧୨ ହଜାର କୁଶଳୀ ଓ ୬ ଶହରୁ ଅଧିକ ଦଳ ପ୍ରସ୍ତୁତ

– ମାଡିଆସୁଛି ଅତି ଭୟଙ୍କର ବାତ୍ୟା ୟାସ୍‍; ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସ୍ଥାନାନ୍ତର କାର୍ଯ୍ୟ, କୋଭିଡ ସଂକ୍ରମଣ ଆଶଙ୍କାରେ କିଛି ଲୋକ ନିଜ ଘର ଛାଡିବାକୁ ନାରାଜ

– ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଜଣେ ମୃତ, ୩ ଉଦ୍ଧାର: ୭ ନିଖୋଜ

– ଜୁନ୍‍ ୧ ପରେ ହୀରାକୁଦ ଛାଡିବ ପାଣି; ୧୩ଟି ମହାନଦୀ କୂଳ ଜିଲାକୁ ସତର୍କ ସୂଚନା ଜାରି

– ବିବାହ ଭୋଜି ରୋକିଲା ପ୍ରଶାସନ : ଦଶ ହଜାର ଜରିମାନା

– ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ

Comments are closed.