ଦିନ ୧୧ଟା ସୁଦ୍ଧା ମୁଖ୍ୟ ଖବର (୩୧ ମେ ୨୦୨୧)

ଦେଶ/ବିଦେଶ ଖବର

– ବିମାନ ଦୁର୍ଘଟଣାରେ ଟାର୍ଜନ ଅଭିନେତା ଜୋ ଲାରାଙ୍କ ଦେହାନ୍ତ, ପତ୍ନୀ ସମେତ ଅନ୍ୟ ୫ ମୃତ

– ଦେଶରେ ଦୈନିକ ସଂକ୍ରମଣ ୧.୫୨ ଲକ୍ଷ; ୨୪ ଘଣ୍ଟାରେ ପ୍ରାଣ ହରାଇଲେ ୩,୧୨୮ ସଂକ୍ରମିତ

– ଜୁନ୍‍ ସୁଦ୍ଧା ଉପଲବ୍ଧ ହେବ ୧୨ କୋଟି ପାନ ଟିକା

– ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନାରୁ ଚାଲିଚାଲି ଘରକୁ ଫେରୁଥିବା ମହିଳାଙ୍କୁ ଦୁଷ୍କର୍ମ

– ଉତ୍କଟ ନିଶାଦ୍ରବ୍ୟ ମାମଲାରେ ସିଦ୍ଧାର୍ଥ ପିଠାନି ଗିରଫ, ସୁଶାନ୍ତ ରାଜପୁତଙ୍କ ଫ୍ଲାଟରେ ରହୁଥିଲେ ସିଦ୍ଧାର୍ଥ

– ମହାରାଷ୍ଟ୍ରର ଗୋଟିଏ ଜିଲାରେ ୮୦୦୦ ପିଲା କୋଭିଡ ସଂକ୍ରମିତ, ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି

– ଉହାନ୍‍ ଲାବୋରେଟୋରୀରେ ଚାଲିଛି ସାମରିକ ଗବେଷଣା- ମାଇକ ପମ୍ପିଓ

ରାଜ୍ୟ ଖବର

– ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୧୩ ନୂଆ ସଂକ୍ରମିତ ଚିହ୍ନଟ, ୩୫ ମୃତ

Comments are closed.