ଦିନ ୧୧ଟା ସୁଦ୍ଧା ମୁଖ୍ୟ ଖବର (୨୩ ମେ ୨୦୨୧)

ଦେଶ/ବିଦେଶ ଖବର

– ଦେଶରେ ଦିନକରେ ୨ ଲକ୍ଷ ୪୦ହଜାର ୮୪୨ ସଂକ୍ରମିତ, ୩୭୪୧ ମୃତ

– ଏଲୋପାଥି ନିର୍ବୋଧ ବିଜ୍ଞାନ ବୋଲି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା, ରାମଦେବଙ୍କଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବିକଲା ଭାରତୀୟ ଚିକିତ୍ସକ ସଂଘ

– ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଅଫୁଟା ବୋମା ବିକ୍ରି ପାଇଁ ବିଜ୍ଞାପନ

– ଚନ୍ଦ୍ର ପୃଷ୍ଠରେ ଜଳ ଅନୁସନ୍ଧାନ ପାଇଁ ନାସା ପଠାଇବ ଚଳନକ୍ଷମ ରୋବଟ

– କୋଭିଡରେ ମୃତ ଡାକ୍ତରଙ୍କ ପରିବାରକୁ କୋଟିଏ ଟଙ୍କା ଦେଲେ କେଜରିୱାଲ

– ଘରୋଇ ଡାକ୍ତରଖାନାକୁ ଟିକା ଯୋଗାଣ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର, ଘରୋଇ ଡାକ୍ତରଖାନା ଅଧିକ ମୂଲ୍ୟ ଦାବି କରୁଥିବା ଅଭିଯୋଗ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

– ୩ ବିବାହ ପାଲଟିଲା ସୁପର ସ୍ପ୍ରେଡର; ଦିନକରେ ୯୫ କରୋନା ସଂକ୍ରମିତ

ରାଜ୍ୟ ଖବର

– ରାଜ୍ୟରେ ୨୪ ଘଣ୍ଟାରେ ୧୨୮୫୨ ନୂଆ ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯

– କରୋନା: ୧୧ ଜିଲାରୁ ୨୮ ମୃତ, ଦିନକରେ ସର୍ବାଧିକ

ତାଲାବନ୍ଦରେ ହଜିଯାଇଛି ଜୀବିକାର ଚାବି; ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‍ (‘ସମାଜ’ ପୋର୍ଟାଲ ବିଶେଷ)

– ଓଡ଼ିଶାରୁ ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଣ ହେଲାଣି ୨୦ ହଜାର ୭ ମେଟ୍ରିକ ଟନ୍‌ ଅମ୍ଳଜାନ, ଓଡ଼ିଲା ପୁଲିସ ବିଭାଗ ପକ୍ଷରୁ ସୂଚନା

Comments are closed.