ବିଶିଷ୍ଟ କଳାକାର ,ନାଟ୍ୟକାର , ଉଦଘୋଷକ ଏବଂ ସାମ୍ବାଦିକ ଭାନୁ ପ୍ରକାଶ ରଥଙ୍କ କରୋନାରେ ପରଲୋକ

ଭବାନୀପାଟଣା  : କଳାହାଣ୍ଡି ର ବିଶିଷ୍ଟ କଳାକାର ,ନାଟ୍ୟକାର , ଉଦଘୋଷକ ଏବଂ ସାମ୍ବାଦିକ ଭାନୁ ପ୍ରକାଶ ରଥଙ୍କ କରୋନାରେ ପରଲୋକ ହୋଇଛି।ତାଙ୍କର ଘର ଭବାନୀପାଟଣା ସହର ର ମନ୍ଦାରବଗିଚା ପଡା  । କରୋନାରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ର ଏକ ଘରୋଇ ହସ୍ପିଟାଲରେ ଭାନୁ ପ୍ରକାଶ ଚିକିତ୍ସିତ ଅବସ୍ଥାରେ ଆଜି ଦେହାନ୍ତ ହୋଇଯିବା ଖବର ପ୍ରସାର ହେବା ପରେ ସାରା ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି ।

Comments are closed.