ବେଆଇନ ଔଷଧ ଜବତ

ସମ୍ବଲପୁର : ସମ୍ବଲପୁର ଓ ସୁନ୍ଦରଗଡ ପୁଲିସର ମିଳିତ ଚଢାଉରେ ବିପୁଳ ପରିମାଣରେ ବେଆଇନ ଔଷଧ ଜବତ ହୋଇଛି। ବେଆଇନ ଔଷଧ କାରବାର ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଚଢଉ ସମୟରେ ସେଠାରୁ ବେଆଇନ ଔଷଧ ସହ ଅନେକ ପରିମାଣର ନିଶା ଔଷଧ ଏବଂ ଇଞ୍ଜେକସନ, କଫସିରଫ ମଧ୍ୟ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Comments are closed.