ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଦୁଇଜଣ ପୋଲିଂ କର୍ମଚାରୀ ନିଲମ୍ବିତ

ଯାଜପୁର : ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଦୁଇଜଣ ପୋଲିଂ କର୍ମଚାରୀଙ୍କୁ ସୋମବାର ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଯାଜପୁର ଜିଲା ବିଞ୍ଝାପୁର ୧୯୧ ନମ୍ବର ବୁଥର ପ୍ରିଜାଇଡ଼ିଂ ଅଫିସର ଓ୧୯୬ ନମ୍ବର ବୁଥର ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ ଓ ଗିରଫ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Comments are closed.