ସ୍ୱାମୀର ଉନ୍ମତ୍ତ କାଣ୍ଡ

0

ଯାଜପୁର : ଯାଜପୁର ଜିଲା ପନାସିଆ ପଦ୍ମପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ସ୍ୱାମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ମହିଳାଙ୍କୁ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ସ୍ୱାମୀ ହେଲେ ରବିଶଙ୍କର।
ସୂଚନା ଅନୁଯାୟୀ ସ୍ତ୍ରୀର ମୋବାଇଲ ରେକର୍ଡ଼ିଂକୁ ଯାଞ୍ଚ କରିବା ପରେ ରବିଶଙ୍କର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏଭଳି କାଣ୍ଡ ଘଟାଇଛନ୍ତି।

Leave A Reply