ବିସ୍ଫୋରକ ବୋଝେଇ ଟ୍ରକ ଜବତ

ଜୟପୁର : କୋରାପୁଟ ଜିଲା ଜୟପୁରରେ ସୋମବାର ଏକ ବିସ୍ଫୋରକ ବୋଝେଇ ଟ୍ରକ ଜବତ ହୋଇଛି। ଖବର ପାଇ ଟାଉନ ଥାନା ପୁଲିସ ଉକ୍ତ ଟ୍ରକକୁ ଜବତ କରିଛି। ସମ୍ପୃକ୍ତ ଘଟଣାରେ ଟ୍ରକରେ ଥିବା ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଟ୍ରକଟିରୁ ପ୍ରାୟ ୧୫୦ଟି ପେଟି ବିସ୍ଫୋରକ ଜବତ ହୋଇଛି। ଜବତ ଟ୍ରକଟି ହାଇଦ୍ରାବାଦରୁ କୋରକୁଣ୍ଡା ଯାଉଥିଲା ବୋଲି ସୂଚନା ମିଳିଛି।

Comments
Loading...